ମନ୍ଦିର ସମ୍ମୁଖରେ କୋଭିଡ୍ -୧୯ ବ୍ଯାନେର୍;ବିଷୁବ ସଂକ୍ରାନ୍ତି ଭକ୍ତଙ୍କ ସମାଗମ !

0 97

ବେଗୁନିଆପଡା,୧୩/୦୪- ଗଞ୍ଜାମ ଜିଲ୍ଲା ପ୍ରଶାସନର କଟକଣାକୁ ଅବମାନନା ।ମନ୍ଦିର ସମ୍ମୁଖରେ କୋଭିଡ୍ -୧୯ ବ୍ଯାନେର୍ କିନ୍ତୁ ବିଷୁବ ସଂକ୍ରାନ୍ତିରେ ଭକ୍ତ ମାନଙ୍କ ସମାଗମ । ଲକ୍ ଡାଉନ୍ ନିୟମ ଉଲଙ୍ଘନ କରି ପାଳିତ ହେଲା ପଣାସଂକ୍ରାନ୍ତି ଯାତ୍ରା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ଧବଳେଶ୍ଵର ମନ୍ଦିର ଠାରେ ଜନ ସମାଗମ । ବିଭିନ୍ନ କାଳୀ ମନ୍ଦିର ଗୁଡିକରେ ମଧ୍ୟ ରାତ୍ରିରେ ପୂଜା କାର୍ଯ୍ୟ ସାରିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି !

Leave A Reply

Your email address will not be published.