ମଧୂପଲ୍ଲୀ ଠାରେ ବିଜେଡିର ମିଶ୍ରଣ ପର୍ବ।

0 331

ପୋଲସରା,୨୨/୧୨(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲି ଗ୍ରାମ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ଵ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ମଧୂପଲ୍ଲୀ ଗ୍ରାମର ନିଳାଞ୍ଚଳ ଖୁଣ୍ଟିଆଙ୍କ ନେତୃତ୍ୱରେ ୧୦୦ (ଏକ ଶହ) ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଜନ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.