ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ହିଞ୍ଜିଳି ବ୍ଳକ ପରିଦର୍ଶନ ।

0 298

ବ୍ରହ୍ମପୁର,୧୭/୧୧(ପିପିଟି):ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା କଲ୍ୟାଣୀ ମିଶ୍ର ହିଞ୍ଜିଳି ଗସ୍ତରେ ଆସି ଏହି ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ପରିଦର୍ଶନ କରିଥିଲେ ।ଏହି ପରିଦର୍ଶନ ଅବସରରେ ଶ୍ରୀମତୀ ମିଶ୍ର ଶାସନ ଆମ୍ବଗାଁର ବିଭିନ୍ନ ପ୍ରକଳ୍ପ ତଥା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଗରିବଙ୍କ ଆବାସ କଲୋନୀ ବୁଲି ଦେଖିଥିଲେ । ଉକ୍ତ ପରିଦର୍ଶନ ପରିପେକ୍ଷିରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ଡି.ଆର.ଡି.ଏ) ଜ୍ୟୋତି ଶଙ୍କର ରାୟ, ସହକାରୀ ପ୍ରକଳ୍ପ ନିର୍ଦେଶକ (ଗ୍ରାମିଣ ଗୃହ ବିଭାଗ) ସୌମ୍ୟ ରଞ୍ଜନ ହୋତା ,ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ,ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, କନିଷ୍ଠ ଯନ୍ତ୍ରୀ ସିମାଞ୍ଚଳ ଦାଶ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ସାହୁଙ୍କ ସମେତ ଗ୍ରାମ ରୋଜଗାର ସେବକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.