ଭଞ୍ଜନଗର ରେ ସର୍ବାଧିକ ୨୯ନୂଆ ଆକ୍ରାନ୍ତ ଚିହ୍ନଟ ।

0 451

ଭଞ୍ଜନଗର,୧୦/୦୭(ପିପିଟି); ଆଜି ମିଳିଥିବା ରିପୋର୍ଟରେ ଭଞ୍ଜନଗର ଅଞ୍ଚଳରେ ସର୍ବାଧିକ ୨୯ଟି କରୋନା ପଜିଟିଭ କେଶ ସାମ୍ନାକୁ ଆସିଛି । ଭଞ୍ଜନଗର ସି.ଡ଼ି.ପି.ଓ ଙ୍କ ସମେତ ଜଣେଷ୍ଟାଫ ନର୍ସ, ଜଣେ ଫାର୍ମାସିଷ୍ଟ,ମାଲ ସାହିର ଜଣେ ୬ବର୍ଷର ଝିଅ,ସୁବୁଦ୍ଧି ସାହି,ବାଗଦେବୀ ରୋଡ଼, ମରାଠୀ ସାହି,ନିଗମାନନ୍ଦ ମାର୍ଗ,କେନାଲ ସାହି ଓ ଭଞ୍ଜନଗର ରୁ ଜଣେ ଲେଖାଏଁ ରହିଥିବା ବେଳେ ଭେଜିପୁଟରୁ ୩ଜଣ,ପୁରୁଣା ବଜାର ସାହିରୁ ୩ଜଣ, ବାଇପାସ ରୋଡ଼ରୁ ୫ଜଣ,ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା,ଗାମୁଣ୍ଡି, ଲାଲସିଙ୍ଗ, ଲଣ୍ଡେଇ ସାହି,ବଡ଼ କୋଦଣ୍ଡା, ଗାଲେରୀ,ଗୋଲାପଡା ଓ ବେଣୀ ପଲ୍ଲୀ ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସମସ୍ତେ ସତର୍କତା ରହିବା ଆବଶ୍ୟକ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.