ଭଞ୍ଜନଗର ରେ ଆଜି ୧୬ ପଜିଟିଭ ।

0 291

ଭଞ୍ଜନଗର,୦୮/୦୮(ପିପିଟି); ଆଜିର ରିପୋର୍ଟ ରେ ଗଞ୍ଜାମ ଜିଲ୍ଲାରେ ୨୭୪ଜଣ ଆକ୍ରାନ୍ତ ଥିବା ବେଳେ ଭଞ୍ଜନଗର ଅଞ୍ଚଳର ୧୬ଜଣ ପଜିଟିଭ ରହିଛନ୍ତି।ସେଥି ମଧ୍ୟରୁ ବାଉଁଶ ଲୁଣ୍ଡି ର ୩ଜଣ,କୁଲାଡ଼ ର ୨ଜଣ,କନ୍ଧ ସାହି, ଜାମ ପଲ୍ଲୀ, ଡିହ ପଢାଳର ଜଣେ ଲେଖାଏଁ ଓ ଏନ.ଏ.ସି ର ଖାଲା ସାହି,ଧୋବା ସାହି,ଜେଲ କଲୋନୀ, ବାଟା ଲେନ, ପାତ୍ର କଲୋନୀରୁ ଜଣେ ଲେଖାଏଁ ଥିବା ବେଳେ ଭଞ୍ଜନଗର ଅଞ୍ଚଳର ୩ଜଣ ଥିବା ଜଣାପଡିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.