ଭଞ୍ଜନଗର ରୁ ଆଜି ୯ପଜିଟିଭ ଚିହ୍ନଟ ।

0 118

ଭଞ୍ଜନଗର,୧୫/୦୮(ପିପିଟି); ଦିନକୁ ଦିନ ଭଞ୍ଜନଗର ଅଞ୍ଚଳରେ କୋରନା ସ୍ଥିତିରେ ସୁଧାର ଆସିଛି। ଯାହା ଫଳରେ ଆଜି ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଏନ.ଏ.ସି ର ଭେଜିପୁଟ, ପାତ୍ର କଲୋନୀ, ବାଗ୍ ଦେବୀ ରୋଡ଼ରୁ ଜଣେ ଲେଖାଏଁ ଓ ଏହି ବ୍ଲକ ର ସାମରଡ଼ା ଗ୍ରାମର ୨ଜଣ, ବଡ଼ କୋଦଣ୍ଡା, ସାନ କୋଦଣ୍ଡା,ତିଳି ସିଙ୍ଗି ଏବଂ ଭଞ୍ଜନଗର ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.