ବୁବୁଡା ରେ ସ୍ବାଧୀନତା ଦିବସ ପାଳିତ ।

0 179

ପଦ୍ମପୁର,୧୫/୦୮(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ସହରରୁ ଅନତି ଦୂରରେଥିବା ବୁବୁଡା ଠାରେ ବାଟ୍ କଢୁଆଲ୍ କଳାପଟା ସାହିତ୍ୟର ଆହ୍ୱାନ ଭାରତ ସଙ୍ଗଠନ ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନେକ କବି ଓ କବିୟତ୍ରୀ ତଥା ବହୁ କମ ଲୋକ ଙ୍କୁ ନେଇ ପ୍ରଭାତ ରୁ ସମସ୍ତେ ପ୍ରଭାତଫେରି କରି ରାମଧୂନ ଗାନ କରି କରି ଗ୍ରାମ ପରିକ୍ରମା କରିଥିଲେ । ଏ ଅବସର ରେ ଚେୟାରପର୍ସନ ଇଂ ରଂଜିତା ପ୍ରିୟଦର୍ଶିନୀ,ରିଜୋନାଲ ହେର୍ଡ ଯୁବକବି ସୁରେନ୍ଦ୍ର ମେହେର,ତଥା ସଙ୍ଗଠନର କର୍ମକର୍ତ୍ତା ପ୍ରକାଶ,ଚନ୍ଦ୍ର,ରିଙ୍କୁ ପ୍ରମୁଖ ଉପସ୍ଥିତିରେ ମ୍ୟାଡମ ପ୍ରିୟଦର୍ଶିନୀ ପତାକା ଉତ୍ତୋଳନ କରିଥିଲେ । ଟିଟୁ ଭାଇ ଜାତୀୟ ସଂଗୀତ ଜନଗଣ ମନଅଧି ନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା…ପରିବେଷଣ କରିଥିଲେ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.