ବୁଗୁଡା,୦୧/୧୦(ପିପିଟି): ବୁଗୁଡା ଏନ.ଏ.ସି କାର୍ଯ୍ୟାଳୟ ଠାରେ ବିଧାୟକ ଶ୍ରୀକାନ୍ତ ସାହୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିବା ସହ ଲୋକମାନଙ୍କ ଅଭିଯୋଗ ଶୁଣିଛନ୍ତି।ବୁଗୁଡା ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ,ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।