ବୀରମିତ୍ରପୁର ପୂର୍ବତନ ଥାନା ଅଧିକାରୀ ଗିରଫ ।

0 1,125

ଭୁବନେଶ୍ବର,୦୧/୦୭; ସୁନ୍ଦରଗଡ଼ ସ୍ଥିତ ବୀରମିତ୍ରପୁରରେ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅନୁଗୁଳର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ତାଙ୍କୁ ଗିରଫ କରାଯାଇଛି । ଆନନ୍ଦଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଆନନ୍ଦକୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଉଥିବା ନେଇ ସୂଚନା ରହିଛି । ଆଜି ସକାଳେ ଚାକିରୀରୁ ବହିଷ୍କୃତ କରାଯାଇଛି ।

Leave A Reply

Your email address will not be published.