ବୀରମିତ୍ରପୁର ଥାନା ଅଧିକାରୀଙ୍କୁ ବହିଷ୍କୃତ କଲେ ଡିଜିପି ।

0 586

ଭୁବନେଶ୍ବର ,୦୧/୦୭; ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁରରେ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା ।ଘଟଣାକୁ ନେଇ ଡିଜିପି ଅଭୟ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ କୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ବହିଷ୍କାର କରିଛନ୍ତି ପୋଲିସ ଡିଜିପି ଅଭୟ । ଆନନ୍ଦଙ୍କ କାର୍ଯ୍ୟକଳାପ ଲଜ୍ଜାଜନକ ଥିବା ଡିଜିପି ଟ୍ୱିଟ ଯୋଗେ କହିଛନ୍ତି । ଏଥିସହିତ ପୀଡ଼ିତାଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ ସେ କରିଛନ୍ତି ।

Leave A Reply

Your email address will not be published.