ବିଧାୟକ ବାଣ୍ଟିଲେ ୫୦୦ ଲୋକଙ୍କୁ ଶୁଖା ଖାଦ୍ୟ ।

0 285

ନୂଆପଡା,(ପିପିଟି ନ୍ଯୁଜ୍)୦୪/୦୬,     ମହାମାରୀ କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଲୋକେ ବିଭିନ୍ନ ମାଧ୍ୟମରେ ସଚେତନତା ଏବଂ ସାହାଯ୍ୟ କରୁଥିବା ବେଳେ ଲକ୍ ଡାଉନ ଯୋଗୁଁ ଗାଡି ଚାଳକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ଏମଜିଏମ ଗ୍ରୀନ୍ ଏନାର୍ଜି ଲିମିଟେଡ୍ ର ସହ ଭାଗିତାରେ  ନୂଆପଡା ଜିଲ୍ଲା ଖଡ଼ିଆଳ  ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଦ୍ଵାରା ୫୦୦ ଗରିବ ପରିବାର ଟ୍ୟାକ୍ସି ଚାଳକ ସଙ୍ଘ ତଥା ମାଲବାହୀ ଚାଳକ ସଙ୍ଘ, ବସ ଚାଳକ ସଙ୍ଘ ସମସ୍ତଙ୍କୁ ୫୦୦ ଗାଡି ଚାଳକଙ୍କୁ ୧୫ ଦିନର ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସଙ୍ଘ ତରଫରୁ ବିଧାୟକଙ୍କ ଏପରି କାର୍ଯ୍ୟକଳାପ ଦେଖି ସଙ୍ଘର ସମସ୍ତେ ଖୁସି ହେବାର ଦେଖିବାକୁ ମିଳିଥିଲା ।
ରିପୋର୍ଟ -ନିରାକାର ମେହେର ।

Leave A Reply

Your email address will not be published.