ବିଜୁ ଛାତ୍ର ଜନତା ଦଳର ରକ୍ତଦାନ ।

0 57

ଢେଙ୍କାନାଳ,(ପିପିଟି)୧୦/୦୫,ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ୬ଷ୍ଠ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ୬୪ୟୁନିଟ ରକ୍ତ ସଂଗ୍ରହ ହେବ ସହିତ ସର୍ବମୋଟ ୩୧୨ୟୁନିଟ ରକ୍ତ ସଂଗୃହୀତ ହୋଇସାରିଲାଣି ।
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.