ବାରୁଡ଼ାରୁ ୨ ନୂଆ ପଜିଟିଭ ଚିହ୍ନଟ ।

0 267

ଭଞ୍ଜନଗର,ତା-୧୯/୦୬(ପିପିଟି); ଭଞ୍ଜନଗର ବ୍ଲକ ରେ ଗତକାଲି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବାରୁଡ଼ା ରୁ ଆଉ ୨ଟି ନୂଆ କେଶ ସାମ୍ନାକୁ ଆସିଛି।ସେମାନଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟର କୁ ପଠାଯାଇଛି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି।ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ବ୍ଲକରେ ୧୦ଜଣ ଓ ଏନ.ଏ.ସି ରେ  ଜଣେ ମହିଳା କରୋନା ଆକ୍ରାନ୍ତ ଥିବା ଜଣାପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.