ବଜ୍ରାଘାତ ରେ ବୃଦ୍ଧଙ୍କ ମୃତ୍ୟୁ ।

0 258

ଭଞ୍ଜନଗର,୧୨/୦୭(ପିପିଟି); ଭଞ୍ଜନଗର ବ୍ଲକ ସାର୍ଦ୍ଦୁଳ ନିକଟ ଜାନକୀ ପୁର ଗ୍ରାମର ବଛିଆ ନାୟକ(୬୬) ଆଜି ଅପରାହ୍ନରେ ନିଜ ଜମିରେ କାମ କରୁଥିବା ବେଳେ ହାଠାତ୍ ବଜ୍ରପାତ ଘଟିବାରୁ ସେ ଗୁରୁତର ଆହତ ହୋଇଥିଲେ ।ଏହାଦେଖି ଗ୍ରାମବାସୀ ମାନେ ଅଗ୍ନିଶମ ବିଭାଗ ସାହାଯ୍ୟରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଏଠାରେ ବଛିଆକୁ ମୃତ ଘୋଷଣା କରିଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.