ବଜ୍ରପାତରେ ବାଳିକା ମୃତ ।

0 321

ଚିକିଟି,(ପିପିଟି ନ୍ଯୁଜ୍)୧/୬,ଚିକିଟି ଗଡ଼ କୁମ୍ଭାର ସାହିର ଭାସ୍କର ବେହେରାଙ୍କ ଝିଅ ନନ୍ଦିନି ବେହେରା  ଘଡଘଡି ଆଘାତରେ ମୃତ୍ୟୁ ଘଟିଛି । ସେ ଅଜାଘର ଗ୍ରାମ ପାରସମ୍ବା ଯାଇଥିଲା । ସେଠାରେ ବଜ୍ରପାତର ଶିକାର ହୋଇ ମୃତ୍ୟୁ ହୋଇଥିବା ସୂଚନା ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.