ବଜ୍ରପାତରେ ବାଳିକା ମୃତ । ଜିଲ୍ଲା By PPT NEWS Last updated Jun 1, 2020 0 324 Share ଚିକିଟି,(ପିପିଟି ନ୍ଯୁଜ୍)୧/୬,ଚିକିଟି ଗଡ଼ କୁମ୍ଭାର ସାହିର ଭାସ୍କର ବେହେରାଙ୍କ ଝିଅ ନନ୍ଦିନି ବେହେରା ଘଡଘଡି ଆଘାତରେ ମୃତ୍ୟୁ ଘଟିଛି । ସେ ଅଜାଘର ଗ୍ରାମ ପାରସମ୍ବା ଯାଇଥିଲା । ସେଠାରେ ବଜ୍ରପାତର ଶିକାର ହୋଇ ମୃତ୍ୟୁ ହୋଇଥିବା ସୂଚନା ।ରିପୋର୍ଟ – ସଂଗ୍ରାମ କେଶରୀ ନାୟକ । 0 324 Share