ଫରୱାର୍ଡ ବ୍ଲକ ତରଫରୁ ମାସ୍କ ଓ ସାବୁନ ବଣ୍ଟନ ।

0 434

ବେଗୁନିଆପଡା,୦୨/୦୭(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଓ ବୁରୁଝରି ପଞ୍ଚାୟତର କନିଆରୀବାଡ଼ି ଠାରେ ଫରୱାର୍ଡ ବ୍ଲକ ତରଫରୁ ମାସ୍କ ସହ ସାବୁନ ବଣ୍ଟନ କରାଗଲା । କରୋନା ମହାମରୀ ସଂପର୍କରେ ସଚେତନ କଳାଯାଇଥିଲା। ଅଲ୍ ଇଣ୍ଡିଆ ୟୁଥ୍ ଲିଗ ଜିଲ୍ଲା ସାଧାରଣ ସମ୍ପାଦକ ମୁନା ନାୟକଙ୍କ ନେତୃତ୍ବରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

Leave A Reply

Your email address will not be published.