ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ କଣ୍ଟ୍ରୋଲ ରୁମ ଖୋଲିଲା

0 70

ଭୁବନେଶ୍ବର (ପିପିଟି ନ୍ଯୁଜ୍)୨୬/୦୩- ଓଡିଶା ସରକାର କୋଭିଡ୍ -୧୯ କୁ ନଜରରେ ରଖି ରାଜ୍ୟ ବାହାରେ ଥିବା ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲିବା ସହ ଅମିତାଭ ଠାକୁର୍,ଆଇପିଏସ୍ , ଆଇ.ଜି.ପୋଲିସ୍ (ଅପରେସନ୍)ଙ୍କ ଉପରେ ଦାୟୀତ୍ବ ନ୍ୟସ୍ତ କରିଛନ୍ତି ।କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ ପାଇଁ ଦୁଇଟି ନମ୍ବର ଜାରି କରାଯାଇଛି (୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬)

Leave A Reply

Your email address will not be published.