ପ୍ରବାସୀ ଓଡ଼ିଆଙ୍କ ଭିଟାମାଟି ଯାଜପୁରକୁ ପ୍ରତ୍ୟାବର୍ତ୍ତନ ।

0 49

ଯାଜପୁର,(ପିପିଟି)୧୦/୦୫,ଯାଜପୁରପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ଉପଲବ୍ଧ ଥିବା ବଡ଼ଚଣାର ଛତିଆ ଶିବିରକୁ ଗସ୍ତ କରିଥିଲେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସମୀକ୍ଷା କରିଥିଲେ । ତତ୍ ସହିତ ଯାଜପୁର ରୋଡ଼ ରେଳଷ୍ଟେସନକୁ ଆସିବାକୁ ଥିବା ପ୍ରବାସୀ ମାନଙ୍କ ସୁବିଧା ପାଇଁ ପରାମର୍ଶ ଦେଇଥିଲେ। ଆଜି ସୁଦ୍ଧା ମୋଟ୍ ୮୩୮ ଜଣ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.