ପୋଲସରା ବିଧାୟକ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ।

0 1,015

ପୋଲସରା,(ପିପିଟି )୦୮/୦୫,ପୋଲସରା ବ୍ଲକ ଢୁଙ୍କାପଡା କ୍ୱାରେଣ୍ଟାଇନ ସେଣ୍ଟର ରେ ମଧୁପଲ୍ଲି ଗ୍ରାମର ପ୍ରଫୁଲ୍ଲ କୁମାର ବେହେରା  ମୃତ୍ୟୁବରଣ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ କ୍ୱାରେଣ୍ଟାଇନ ସେଣ୍ଟର ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.