ପୋଲସରା ପଞ୍ଚାୟତ ସମିତିର ବୈଠକ।

0 386

ପୋଲସରା,୦୪/୦୮(ପିପିଟି);ପୋଲସରା ପଞ୍ଚାୟତ ସମିତି ର ୧୬ତମ ସାଧାରଣ ବୈଠକ ମା ସିଂହାସନୀ ପୀଠ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା,ଜିଲ୍ଲା ପରିଷଦ, ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସରକାରୀ କର୍ମଚାରୀ , ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.