ପିପିଟି ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ।

0 679

ବ୍ରହ୍ମପୁର, ୨୪/୦୭(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କରୋନା ମହାମାରୀକୁ ନଜରରେ ରଖି ସଚେତନ କାର୍ଯ୍ୟକ୍ରମ ଜାରି ରହିଛି। ପୁରୁଷୋତ୍ତମପୁର ବ୍ଲକର ଟଙ୍କାଛାଇ, ଝାଡବାଇ, ଗାଗନାପୁର,ଗୋପପୁର, ସିଏଚ୍ ନୂଆଗାଁ, ପାଣ୍ଡିଆ, ବଡଖରିଡା, ସାମନ୍ତରତ୍ନପଲ୍ଲୀ ଠାରେ ପିପିଟି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ପିପିଟି ବ୍ରହ୍ମପୁର ଉପଖଣ୍ଡ ପ୍ରତିନିଧି ଆରତ କୁମାର ହୋତା, ପିପିଟି ଶେରଗଡ ପ୍ରତିନିଧି ଭିକୁ ନାୟକ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ, ପିଣ୍ଟୁ ପ୍ରଧାନ, ଆଜୟ କୁମାର ପଣ୍ଡା,ଦେବାଶିଷ ଗୌଡ ,କେ ପର୍ଶୁରାମ ଦୋରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.