ନାଗରିକ ଫୋରମ୍ ପକ୍ଷରୁ ମାସ୍କ,ସାବୁନ ଓ ବିସ୍କେଟ ବଣ୍ଟନ ।

0 32

ଢେଙ୍କାନାଳ,(ପିପିଟି)୨୯/୦୪-ଢେଙ୍କାନାଳ ସଚେତନ ନାଗରିକ ଫୋରମ ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଓଡ଼ପଡ଼ା ବ୍ଲକ ର ଗଦାଶୀଳା, ସଦାଶିବ ପୁର, ଗୁଣଦେଇ, ନିମିଧl, ବଦାଳୁ ଆଦି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ଲୋକ ମାନଙ୍କୁ କରୋନା ସମ୍ପର୍କ ରେ ସଚେତନ କରାଯାଇ ଗରୀବ ଲୋକ ମାନଙ୍କୁ ମାସ୍କ, ସାବୁନ ଓ ବିସ୍କୁଟ ବଣ୍ଟନ କରାଗଲା ।
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.