ନରେନ୍ଦ୍ରପୁର ଗ୍ରାମରେ ଖିଲାପ କାରୀଙ୍କୁ ରୋକିବା ପାଇଁ ଗାଁ ପ୍ରବେଶ ପଥ ସିଲ୍ କଲା ଯୁବକ ସଂଘ ।

0 103

ଶେରଗଡ,(ପିପିଟି ନ୍ଯୁଜ୍)୦୫/୦୪-ଶେରଗଡ଼ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରେ ଲକ ଡ଼ାଉନ୍ ଲୋକ ନ ମାନି ଫାଙ୍କୁଛନ୍ତି ଏବଂ ବାଇକରେ ବାହାରେ ରେ ବୁଲୁଛନ୍ତି : ଗାଁ ଦାଣ୍ଡରେ ଗହଳି ଲାଗି ରହିବା ସ୍ଥିତି ଦେଖି  ଆଜି  ଗ୍ରାମ ସବୁ ପ୍ରବେଶ ପଥ ବାଉଁଶ ବାନ୍ଧି ସଟଡାଉନ୍ କରିଛନ୍ତି ଗ୍ରାମର ମା’ କାମାକ୍ଷୀ ଯୁବ ସଙ୍ଘଠନ ପକ୍ଷରୁ ଗାଁ ଭିତରକୁ ଏବଂ ଗାଁ ବାହାର କୁ କାହାକୁ ଛାଡୁ ନାହାଁନ୍ତି ଏହି ଗ୍ରାମ ଯୁବ ସଙ୍ଘଠନ ର ସଦସ୍ୟ ଶତୃଘନ ଭୂୟାଁ,ବଚନ ନାୟକ, ନାରାୟଣ ସ୍ୱାଇଁ, ମଣ୍ଟୁ ପାତ୍ର, ବାଲି ସ୍ୱାଇଁ, ଆଦିତ୍ୟ ପୋଲାଇ ,ଶିବରାମ ପ୍ରଧାନ,ମିଥୁନ ନାୟକ,ଜଗନ୍ନାଥ ନାୟକ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.