ଧର୍ମଶାଳା ଥାନା ଅଧିକାରୀ ବିଶୃଙ୍ଖଳିତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ।

0 87

ଯାଜପୁର ,୧/୬।ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ବିଶୃଙ୍ଖଳିତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜାରକା ଅଂଚଳରେ ବଜାରରେ କିଛି ସାମାଜିକ ଦୂରତା ନିୟମ ଭଙ୍ଗ କରୁଥିବା ଦେଖି ନିୟମ ଅନୁସାରେ ଦଣ୍ଡ ବିଧାନ କରିବା ସହିତ ଲୋକମାନଙ୍କ ମୁହଁରେ ମାସ୍କ ଓ ମଟରସାଇକେଲ ଅରୋହି ମାନଙ୍କ ମୁଣ୍ଡରେ ହେଲେମେଟ ନଥିବାରୁ ସରକାରୀ ନିୟମ ଅନୁଯାୟୀ ଫାଇନ କରିଥିଲେ ।

Leave A Reply

Your email address will not be published.