ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା କରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ ।

0 250

ଯାଜପୁର,୨୭/୦୫, (ଏ,ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଏମ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଧର୍ମଶାଳା ଅଂଚଳର ଲୋକପ୍ରିୟ ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ କରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।  ତହସିଲଦାର ଶ୍ରୀ ପଣ୍ଡା ଧର୍ମଶାଳା ଅଂଚଳରେ ଲକ ଡ଼ାଉନ ସମୟରେ ନିଜ ସରକାରୀ କାର୍ଯ୍ୟ କରିବ ସହିତ ବିଭିନ୍ନ ଅଂଚଳରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇଥିଲେ ।

Leave A Reply

Your email address will not be published.