ଦେଶରେ ୨୪୮୭୯ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୯୫୪୭ ଏବଂ ମୃତ ସଂଖ୍ୟା ୪୮୭ ।

0 1,530

ନୂଆଦିଲ୍ଲୀ,୦୯/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସକାଳ ସୁଦ୍ଧା ୨୪୮୭୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୯୫୪୭ ଏବଂ  ୪୮୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭,୬୭,୨୯୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧,୧୨୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୭୬,୩୭୮ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୨୩,୭୨୪ ଆକ୍ରାନ୍ତ, ୧,୨୩,୧୯୨ ସୁସ୍ଥ ଏବଂ ୯୪୪୮ ମୃତ ।ତାମିଲନାଡୁରେ ୧,୨୨,୩୫୦ ଆକ୍ରାନ୍ତ, ୭୪,୧୬୭ ସୁସ୍ଥ ଏବଂ ୧୭୦୦ ମୃତ । ଦିଲ୍ଲୀରେ ୧,୦୪,୮୬୪ ଆକ୍ରାନ୍ତ, ୭୮,୧୯୯ ସୁସ୍ଥ ଏବଂ ୩୨୧୩ ମୃତ । ଗୁଜୁରାଟରେ ୩୮,୩୩୩ ଆକ୍ରାନ୍ତ,୨୭,୨୮୯ ସୁସ୍ଥ ଏବଂ ୧୯୯୩ ମୃତ । ଉତ୍ତରପ୍ରଦେଶ ରେ ୩୧,୧୫୬ ଆକ୍ରାନ୍ତ,୨୦,୩୩୧ ସୁସ୍ଥ ଏବଂ ୮୪୫ ମୃତ । ତେଲଙ୍ଗାନା ରେ ୨୯,୫୩୬ ଆକ୍ରାନ୍ତ,୧୭,୨୭୯ ସୁସ୍ଥ ଏବଂ ୩୨୪ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.