ଦେଶରେ ୨୨୭୭୧ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୪୩୩୫ ଏବଂ ମୃତ ସଂଖ୍ୟା ୪୪୨ ।

0 1,583

ନୂଆଦିଲ୍ଲୀ,୦୪/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଶନିବାର ସକାଳ ସୁଦ୍ଧା ୨୨୭୭୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୪୩୩୫ ଏବଂ  ୪୪୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୬,୪୮,୩୧୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮,୬୫୫ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୯୪,୨୨୭ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୯୨,୯୯୦ ଆକ୍ରାନ୍ତ, ୧,୦୪,୬୮୭ ସୁସ୍ଥ ଏବଂ ୮୩୭୬ ମୃତ ।ତାମିଲନାଡୁରେ ୧,୦୨,୭୨୧ ଆକ୍ରାନ୍ତ,୫୮,୩୭୮ ସୁସ୍ଥ ଏବଂ ୧୩୮୫ ମୃତ ।ଦିଲ୍ଲୀରେ ୯୪,୬୯୫ ଆକ୍ରାନ୍ତ,୬୫,୬୨୪ ସୁସ୍ଥ ଏବଂ ୨୯୨୩ ମୃତ । ଗୁଜୁରାଟରେ ୩୪,୬୦୦ ଆକ୍ରାନ୍ତ,୨୪,୯୩୩ ସୁସ୍ଥ ଏବଂ ୧୯୦୪ ମୃତ । ଉତ୍ତରପ୍ରଦେଶ ରେ ୨୫,୭୯୭ ଆକ୍ରାନ୍ତ,୧୭,୫୯୭ ସୁସ୍ଥ ଏବଂ ୭୪୯ ମୃତ । ପଶ୍ଚିମବଙ୍ଗରେ ୨୦,୪୮୮ ଆକ୍ରାନ୍ତ,୧୩,୫୭୧ ସୁସ୍ଥ ଏବଂ ୭୧୭ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.