ଦେଶରେ ୨୨୭୫୨ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୬୮୮୩ ଏବଂ ମୃତ ସଂଖ୍ୟା ୪୮୨ ।

0 2,143

ନୂଆଦିଲ୍ଲୀ,୦୮/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାଳ ସୁଦ୍ଧା ୨୨୭୫୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୬୮୮୩ ଏବଂ  ୪୮୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭,୪୨,୪୧୭ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦,୬୪୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୫୬,୮୩୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୧୭,୧୨୧ ଆକ୍ରାନ୍ତ, ୧,୧୮,୫୫୮ ସୁସ୍ଥ ଏବଂ ୯୨୫୦ ମୃତ ।ତାମିଲନାଡୁରେ ୧,୧୮,୫୯୪ ଆକ୍ରାନ୍ତ, ୭୧,୧୧୬ ସୁସ୍ଥ ଏବଂ ୧୬୩୬ ମୃତ । ଦିଲ୍ଲୀରେ ୧,୦୨,୮୩୧ ଆକ୍ରାନ୍ତ, ୭୪,୨୧୭ ସୁସ୍ଥ ଏବଂ ୩୧୬୫ ମୃତ । ଗୁଜୁରାଟରେ ୩୭,୫୫୦ ଆକ୍ରାନ୍ତ,୨୬,୭୨୦ ସୁସ୍ଥ ଏବଂ ୧୯୭୭ ମୃତ । ଉତ୍ତରପ୍ରଦେଶ ରେ ୨୯,୯୬୮ ଆକ୍ରାନ୍ତ,୧୯,୬୨୭ ସୁସ୍ଥ ଏବଂ ୮୨୭ ମୃତ । ତେଲେଙ୍ଗାନା ରେ ୨୭,୬୧୨ ଆକ୍ରାନ୍ତ,୧୬,୨୮୭ ସୁସ୍ଥ ଏବଂ ୩୧୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.