ଦେଶରେ ସଂକ୍ରମିତ ସଂଖ୍ୟା ୧୦ ଲକ୍ଷ ପାର;୨୪ ଘଣ୍ଟାରେ ସୁସ୍ଥ ୨୨୯୪୨ ଏବଂ ମୃତ ସଂଖ୍ୟା ୬୮୭ ।

0 2,357

ନୂଆଦିଲ୍ଲୀ,୧୭/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଶୁକ୍ରବାର  ସକାଳ ସୁଦ୍ଧା ୩୪୯୫୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୨୯୪୨ ଏବଂ  ୬୮୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୦୦୩,୮୩୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫,୬୦୨ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬,୩୫,୭୫୭ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୮୪,୨୮୧ ଆକ୍ରାନ୍ତ, ୧,୫୮,୧୪୦ ସୁସ୍ଥ ଏବଂ ୧୧୧୯୪ ମୃତ । ତାମିଲନାଡୁରେ ୧,୫୬,୩୬୯ ଆକ୍ରାନ୍ତ, ୧,୦୭,୪୧୬ ସୁସ୍ଥ ଏବଂ ୨୨୩୬ ମୃତ । ଦିଲ୍ଲୀରେ ୧,୧୮,୬୪୫ ଆକ୍ରାନ୍ତ, ୯୭,୬୯୩ ସୁସ୍ଥ ଏବଂ ୩୫୪୫ ମୃତ । କର୍ଣ୍ଣାଟକରେ ୫୧,୪୨୨ ଆକ୍ରାନ୍ତ,୧୯,୭୨୯ ସୁସ୍ଥ ଏବଂ ୧୦୩୨ ମୃତ । ଗୁଜୁରାଟରେ ୪୫,୪୮୧ ଆକ୍ରାନ୍ତ, ୩୨,୧୦୩ ସୁସ୍ଥ ଏବଂ ୨୦୮୯ ମୃତ । ଉତ୍ତରପ୍ରଦେଶ ରେ ୪୩,୪୪୧ ଆକ୍ରାନ୍ତ,୨୬,୬୭୫ ସୁସ୍ଥ ଏବଂ ୧୦୪୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.