ଦେଶରେ ସଂକ୍ରମିତଙ୍କ ସଂଖ୍ଯା ୬ଲକ୍ଷ ପାର ।

0 2,185

ନୂଆଦିଲ୍ଲୀ,୦୨/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଗୁରୁବାର  ସକାଳ ସୁଦ୍ଧା ୧୯୧୪୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୬,୦୪,୬୪୧ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭,୮୩୪ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୫୯,୮୬୦ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୮୦,୨୯୮ ଆକ୍ରାନ୍ତ,୯୩,୧୫୪ ସୁସ୍ଥ ଏବଂ ୮୦୫୩ ମୃତ ।ତାମିଲନାଡୁରେ ୯୪,୦୪୯ ଆକ୍ରାନ୍ତ,୫୨,୯୨୬ ସୁସ୍ଥ ଏବଂ ୧୨୬୪ ମୃତ ।ଦିଲ୍ଲୀରେ ୮୯,୮୦୨ ଆକ୍ରାନ୍ତ,୫୯,୯୯୨ ସୁସ୍ଥ ଏବଂ ୨୮୦୩ ମୃତ ।ଗୁଜୁରାଟରେ ୩୩,୨୩୨ ଆକ୍ରାନ୍ତ,୨୪,୦୩୦ ସୁସ୍ଥ ଏବଂ ୧୮୬୭ ମୃତ ।ଉତ୍ତରପ୍ରଦେଶ ରେ ୨୪,୦୫୬ ଆକ୍ରାନ୍ତ,୧୬,୬୨୯ ସୁସ୍ଥ ଏବଂ ୭୧୮ ମୃତ । ପଶ୍ଚିମବଙ୍ଗରେ ୧୯,୧୭୦ ଆକ୍ରାନ୍ତ,୧୨,୫୨୮ ସୁସ୍ଥ ଏବଂ ୬୮୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.