ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୯୩୧୦; ୨୪ ଘଣ୍ଟାରେ ସୁସ୍ଥ ୩୪୬୦୨ ଏବଂ ମୃତ ସଂଖ୍ୟା ୭୪୦ ।

0 1,732

ନୂଆଦିଲ୍ଲୀ,୨୪/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସକାଳ ସୁଦ୍ଧା ୪୯୩୧୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୪୬୦୨ ଏବଂ ୭୪୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୨୮୭,୯୪୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦,୬୦୧ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୮,୧୭,୨୦୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୪୭,୫୦୨ ଆକ୍ରାନ୍ତ,୧,୯୪,୨୫୩ ସୁସ୍ଥ ଏବଂ ୧୨୮୫୪ ମୃତ । ତାମିଲନାଡୁରେ ୧,୯୨,୯୬୪ ଆକ୍ରାନ୍ତ, ୧,୩୬,୭୯୩ ସୁସ୍ଥ ଏବଂ ୩୨୩୨ ମୃତ । ଦିଲ୍ଲୀରେ ୧,୨୭,୩୬୪ ଆକ୍ରାନ୍ତ, ୧,୦୯,୦୬୫ ସୁସ୍ଥ ଏବଂ ୩୭୪୫ ମୃତ । କର୍ଣ୍ଣାଟକରେ ୮୦,୮୬୩ ଆକ୍ରାନ୍ତ,୨୯,୩୧୦ ସୁସ୍ଥ ଏବଂ ୧୬୧୬ ମୃତ । ଆନ୍ଧ୍ରପ୍ରଦେଶରେ ୭୨,୭୧୧ ଆକ୍ରାନ୍ତ,୩୭,୫୫୫ ସୁସ୍ଥ ଏବଂ ୮୮୪ ମୃତ । ଉତ୍ତରପ୍ରଦେଶ ରେ ୫୮,୧୦୪ ଆକ୍ରାନ୍ତ,୩୫,୮୦୩ ସୁସ୍ଥ ଏବଂ ୧୨୮୯ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.