ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୫୭୨୦;୨୪ ଘଣ୍ଟାରେ ସୁସ୍ଥ ୨୯୫୫୭ ଏବଂ ମୃତ ସଂଖ୍ୟା ୧୧୨୯ ।

0 1,822

ନୂଆଦିଲ୍ଲୀ,୨୩/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସକାଳ ସୁଦ୍ଧା ୪୫୭୨୦  ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୯୫୫୭ ଏବଂ  ୧୧୨୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୨୩୮,୬୩୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯,୮୬୧ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୭,୮୨,୬୦୭ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୩୭,୬୦୭ ଆକ୍ରାନ୍ତ, ୧,୮୭,୭୬୯ ସୁସ୍ଥ ଏବଂ ୧୨୫୫୬ ମୃତ । ତାମିଲନାଡୁରେ ୧,୮୬,୪୯୨ ଆକ୍ରାନ୍ତ, ୧,୩୧,୫୮୩ ସୁସ୍ଥ ଏବଂ ୩୧୪୪ ମୃତ । ଦିଲ୍ଲୀରେ ୧,୨୬,୩୨୩ ଆକ୍ରାନ୍ତ, ୧,୦୭,୬୫୦ ସୁସ୍ଥ ଏବଂ ୩୭୧୯ ମୃତ । କର୍ଣ୍ଣାଟକରେ ୭୫,୮୩୩ ଆକ୍ରାନ୍ତ,୨୭,୨୩୯ ସୁସ୍ଥ ଏବଂ ୧୫୧୯ ମୃତ । ଆନ୍ଧ୍ରପ୍ରଦେଶରେ ୬୪,୭୧୩ ଆକ୍ରାନ୍ତ, ୩୨,୧୨୭ ସୁସ୍ଥ ଏବଂ ୮୨୩ ମୃତ । ଉତ୍ତରପ୍ରଦେଶ ରେ ୫୫,୫୮୮ ଆକ୍ରାନ୍ତ,୩୩,୫୦୦ ସୁସ୍ଥ ଏବଂ ୧୨୬୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.