ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୯,୨୩୯; ୨୪ ଘଣ୍ଟାରେ ସୁସ୍ଥ ୫୭,୯୮୮ ଏବଂ ମୃତ ସଂଖ୍ୟା ୯୧୨ ।

0 1,400

ନୂଆଦିଲ୍ଲୀ,୨୩/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୯,୨୩୯ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୭,୯୮୮ ଏବଂ ୯୧୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୦୪୪,୯୪୦ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬,୭୦୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୨୮୦,୫୬୬ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୬,୭୧,୯୪୨ ଆକ୍ରାନ୍ତ , ୪,୮୦,୧୧୪ ସୁସ୍ଥ ଏବଂ ୨୧,୯୯୫ ମୃତ । ତାମିଲନାଡୁରେ ୩,୭୩,୪୧୦ ଆକ୍ରାନ୍ତ, ୩,୧୩,୩୨୮୦ ସୁସ୍ଥ ଏବଂ ୬,୪୨୦ ମୃତ । ଆନ୍ଧ୍ରପ୍ରଦେଶରେ ୩,୪୫,୨୧୬ ଆକ୍ରାନ୍ତ, ୨,୫୨,୬୩୮ ସୁସ୍ଥ ଏବଂ ୩,୧୮୯ ମୃତ । କର୍ଣ୍ଣାଟକରେ ୨,୭୧,୮୭୬ ଆକ୍ରାନ୍ତ,୧,୮୪,୫୬୮ ସୁସ୍ଥ ଏବଂ ୪,୬୧୫ ମୃତ । ଉତ୍ତରପ୍ରଦେଶ ୧,୮୨,୪୫୩, ଆକ୍ରାନ୍ତ,୧,୩୧,୨୮୫ ସୁସ୍ଥ ଏବଂ ୨,୮୬୭ ମୃତ । ନୂଆଦିଲ୍ଲୀରେ ରେ ୧,୬୦,୦୧୬ ଆକ୍ରାନ୍ତ ,୧,୪୪,୧୩୮, ସୁସ୍ଥ ଏବଂ ୪,୨୮୪ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.