ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୨,୦୫୦; ୨୪ ଘଣ୍ଟାରେ ସୁସ୍ଥ ୪୪,୩୦୬ ଏବଂ ମୃତ ସଂଖ୍ୟା ୮୦୩ ।

0 1,650

ନୂଆଦିଲ୍ଲୀ,୦୪/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ନୂତନ ଆକ୍ରାନ୍ତ ୫୨,୦୫୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୪୪,୩୦୬ ଏବଂ ୮୦୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୮୫୫,୭୪୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮,୯୩୮ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୧୨୩,୫୦୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୫୦,୧୯୬ ଆକ୍ରାନ୍ତ,୨,୮୭,୦୩୦ ସୁସ୍ଥ ଏବଂ ୧୫,୯୩୮ ମୃତ । ତାମିଲନାଡୁରେ ୨,୬୩,୨୨୨ ଆକ୍ରାନ୍ତ, ୨,୦୨,୨୮୩ ସୁସ୍ଥ ଏବଂ ୪,୨୪୧ ମୃତ । ଆନ୍ଧ୍ରପ୍ରଦେଶରେ ୧,୬୬,୫୮୬ ଆକ୍ରାନ୍ତ, ୮୮,୬୭୨ ସୁସ୍ଥ ଏବଂ ୧,୫୩୭ ମୃତ । କର୍ଣ୍ଣାଟକରେ ୧,୩୯,୫୭୧ ଆକ୍ରାନ୍ତ,୬୨,୫୦୦ ସୁସ୍ଥ ଏବଂ ୨,୫୯୪ ମୃତ ।ନୂଆଦିଲ୍ଲୀରେ ୧,୩୮,୪୮୨ ଆକ୍ରାନ୍ତ,୧,୨୪,୨୫୪ ସୁସ୍ଥ ଏବଂ ୪,୦୨୧ ମୃତ । ଉତ୍ତରପ୍ରଦେଶ ରେ ୯୭,୩୬୨ ଆକ୍ରାନ୍ତ,୫୫,୩୯୩ ସୁସ୍ଥ ଏବଂ ୧,୭୭୮ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.