ତୈଳଦର ବୃଦ୍ଧିକୁ ବିରୋଧ କରି ଯୁବ ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ ।

0 137

ଜଗତସିଂହପୁର (ପିପିଟି ନ୍ଯୁଜ୍)୦୨/୦୭/- ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିହାର କରିବା ଦାବୀରେ ଏଆଇୱାଇଏଫ  ଓ ଏଆଇଏସଏଫ  ଜଗତସିଂହପୁର ଜୋନାଲ କମିଟି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏଆଇୱାଇଏଫ ର ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତିଙ୍କ ନେତୃତ୍ବରେ କମିଟି ସଦସ୍ୟମାନେ ଓ ସାଧାରଣ ଲୋକେ କେନ୍ଦ୍ରସରକାରଙ୍କ  ପେଟ୍ରୋଲିୟମ ପଦାର୍ଥର ଦରବୃଦ୍ଧିକୁ ସମାଲୋଚନା କରିବା ସହ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.