ଜରିପାଲ ମାଟି ଘରେ ପ୍ରଫୁଲ୍ଲଙ୍କ ପରିବାର,୫ ବର୍ଷ ହେଲା ପ୍ରଶାସନର ଦୃଷ୍ଟି ନାହିଁ ।

0 255

କଳାହାଣ୍ଡି,୧୭/୦୮(ପିପିଟି); ସରକାର ନୀରିହ ଗରିବ ଲୋକମାନଙ୍କ ପାଇଁ ଯୋଜନା ଉପେର ଯୋଜନା କରିଥିେଲ ମଧ୍ଯ ସରକାରୀ ବାବୁଙ୍କ ଖାମଖିଆଲୀ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଉ ନାହାଁନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଲିଥିଲା କଲାହାଣ୍ଡି ଜିଲ୍ଲା କଲ୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ଗାଁ ରେ ଦୀର୍ଘ ୫ ବର୍ଷ ହେଲା ଜରିପାଲ ଛପର ମାଟି ଘରେ ରହି ଆସୁଥିବା ବେଳେ ଆବାସ ଗୃହରୁ ବଞ୍ଚିତ ଅଛନ୍ତି ପ୍ରଫୁଲଙ୍କ ପରିବାର ଲୋକେ ଏବଂ ଏପଟେ ବର୍ଷା ହେଇଥିବାରୁ ତାଙ୍କ ରୋଷେଇ ଘର ମଧ୍ଯ ଭାଙ୍ଗି ଯାଇଛି। ପରିବାର ଲୋକେ ୫ ବର୍ଷ ହେଲା ବାରମ୍ବାର ଅଭିଯୋଗ କଲେ ମଧ୍ଯ ପ୍ରସାଶନର ଦୁଷ୍ଟି ପଡୁନାହିଁ। ମୋ ସରକାରରେ ଆବାସ ଗୃହ ସ୍ବପ୍ନ ପାଲଟିଛି । ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.