ଚିଙ୍ଗୁଡିଖୋଲ ଠାରେ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପନୀୟ ଜଳ ବ୍ଯବସ୍ଥା ।

0 83

ବେଗୁନିଆପଡା,(ପିପିଟି)୦୯/୦୫,ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ଚିଙ୍ଗୁଡିଖୋଲ ଠାରେ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପନୀୟ ଜଳ ବ୍ଯବସ୍ଥା କରାଯାଇଛି ।ସଙ୍ଗଠନର ମୁଖ୍ୟ ବସନ୍ତ କୁମାର ମଲିକ ସାମାଜିକ ଦୂରତ୍ବକୁ ବଜାୟ ରଖି ଏହି କାର୍ଯ୍ଯକ୍ରମ କରିଛନ୍ତି । କୋଭିଡ୍ ୧୯ ସମୟରେ ଶ୍ରୀମଲିକଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.