ବେଲଗୁଣ୍ଠା,୧୬/୧୨(ପିପିଟି), ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ଶ୍ରୀ ଶ୍ରୀ ଦଧିବାମାନ ସ୍ବାମୀଙ୍କ ମନ୍ଦିରରେ ଗାମ୍ୟ ପୁରହିତ ତପନ କୁମାର ଶତପଥୀଙ୍କ ପରୋହିତରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ହୋମ ହେବାସହ ସାତସହ ଶ୍ଳୋକ ପଠନ କରାଯାଇଥିଲା, ପ୍ରତି ଶ୍ଳୋକରେ ଆହୁତି କାରାଯାଇଥିଲା । ସକାଳ ୧୦ ଘଣ୍ଟ ଠାରୁ ଆରମ୍ଭ ହୋଇ ଅପରାହ୍ନ ତିନି ଟାରେ ଶେଷ ହୋଇଥିଲା । ପଣ୍ଡିତ ଭଗବାନ ସାହୁ,ପଣ୍ଡିତ ସୁରେନ୍ଦ୍ର ପାତ୍ର,ରାମକୃଷ୍ଣ ପାତ୍ର, ଦୟାନିଧି ମହାନ୍ତି, ଗଙ୍ଗାଧର ଦଳାଇ, ଜୟଦେବ ପାତ୍ର, ରବି ମହାରଣା, ସଞ୍ଜୟ ପାଣିଗ୍ରାହୀ, ମହେନ୍ଦ୍ର ସାହୁ, ଜଗନ୍ନାଥ ଚୋଧୁରୀ, ସନ୍ତୋଷ କୁମାର ମହାରଣା,ଗୁରୁମୁର୍ତ୍ତି ଜେନା,ଶିବରାମ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )