ଗୋପାଳପୁର ଏନ୍ଏସି ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ।

0 3,570

ବ୍ରହ୍ମପୁର,୦୯/୧୧(ପିପିଟି): ଆଗମୀ ପୌର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଗୋପାଳପୁର ଏନ୍ଏସି ର ୱାର୍ଡ ନମ୍ବର ୧ ପଛୁଆବର୍ଗ , ୱାର୍ଡ ନମ୍ବର ୨ ଅନୁସୂଚିତ ଜାତି ମହିଳା , ୱାର୍ଡ ନମ୍ବର ୩ ଅଣସଂରକ୍ଷିତ , ୱାର୍ଡ ନମ୍ବର ୪ ପଛୁଆବର୍ଗ ମହିଳା , ୱାର୍ଡ ନମ୍ବର ୫ ଅନୁସୂଚିତ ଜନଜାତି ମହିଳା , ୱାର୍ଡ ନମ୍ବର ୬ ମହିଳା,ୱାର୍ଡ ନମ୍ବର ୭ ମହିଳା , ୱାର୍ଡ ନମ୍ବର ୮ ଅଣ ସଂରକ୍ଷିତ , ୱାର୍ଡ ନମ୍ବର ୯ ମହିଳା , ୱାର୍ଡ ନମ୍ବର ୧୦ ଅଣ ସଂରକ୍ଷିତ,ୱାର୍ଡ ନମ୍ବର ୧୧ ଅଣ ସଂରକ୍ଷିତ ରହିଛି।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.