ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩୨ ।

0 527

ବ୍ରହ୍ମପୁର ,ତା-୨୮/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୭,୩୭୩, ଚିକିତ୍ସିତ ସଂଖ୍ୟା ୧୦,୫୪୫, ମୃତ ସଂଖ୍ୟା ୧୫୪ ଓ ଅନ୍ଯ ମୃତ ସଂଖ୍ୟା ୩୫ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୫୦୧, ସୁସ୍ଥ ସଂଖ୍ୟା ୫,୯୯୬,ଚିକିତ୍ସିତ ସଂଖ୍ୟା ୩,୪୧୪ ଏବଂ ମୃତ ସଂଖ୍ୟା ୮୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୧୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩୨ ବୋଲି ଜଣାପଡିଛି ।

Leave A Reply

Your email address will not be published.