ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୦ ।

0 1,056

ବ୍ରହ୍ମପୁର ,ତା-୧୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୪,୮୦୬, ଚିକିତ୍ସିତ ସଂଖ୍ୟା ୧୫,୫୦୮, ମୃତ ସଂଖ୍ୟା ୩୦୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୫୭୫, ସୁସ୍ଥ ସଂଖ୍ୟା ୧୧,୧୫୯,ଚିକିତ୍ସିତ ସଂଖ୍ୟା ୨,୨୬୪ ଏବଂ ମୃତ ସଂଖ୍ୟା ୧୪୪ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୮୭୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୦ ବୋଲି ଜଣାପଡିଛି ।

Leave A Reply

Your email address will not be published.