ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭୯ ।

0 1,177

ବ୍ରହ୍ମପୁର ,ତା-୦୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୬,୮୮୮, ଚିକିତ୍ସିତ ସଂଖ୍ୟା ୧୫,୩୭୦, ମୃତ ସଂଖ୍ୟା ୨୪୭ ଓ ଅନ୍ଯ ମୃତ ସଂଖ୍ୟା ୪୫ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୩୫୯, ସୁସ୍ଥ ସଂଖ୍ୟା ୮,୯୧୧,ଚିକିତ୍ସିତ ସଂଖ୍ୟା ୩,୩୧୭ ଏବଂ ମୃତ ସଂଖ୍ୟା ୧୨୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୮୩୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭୯ ବୋଲି ଜଣାପଡିଛି ।

Leave A Reply

Your email address will not be published.