ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୮ ।

0 852

ବ୍ରହ୍ମପୁର ,ତା-୦୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୫,୭୩୮, ଚିକିତ୍ସିତ ସଂଖ୍ୟା ୧୪,୬୯୯, ମୃତ ସଂଖ୍ୟା ୨୩୫ ଓ ଅନ୍ଯ ମୃତ ସଂଖ୍ୟା ୪୫ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୦୮୦, ସୁସ୍ଥ ସଂଖ୍ୟା ୮,୬୨୧,ଚିକିତ୍ସିତ ସଂଖ୍ୟା ୩,୩୩୧ ଏବଂ ମୃତ ସଂଖ୍ୟା ୧୨୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୯୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୮ ବୋଲି ଜଣାପଡିଛି ।

Leave A Reply

Your email address will not be published.