ଗଜପତି ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୭୪୨,ସୁସ୍ଥ ସଂଖ୍ୟା ୫୬୨ ଓ ମୃତ ସଂଖ୍ୟା ୦୬ ।

0 358

ପାରଳାଖେମୁଣ୍ଡି,ତା-୨୨/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା  ୧୩୩୧୦, ଚିକିତ୍ସିତ ସଂଖ୍ୟା ୬୩୮୬, ମୃତ ସଂଖ୍ୟା ୧୦୮ ଓ ଅନ୍ଯ ମୃତ ସଂଖ୍ୟା ୩୧। ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୪୨, ସୁସ୍ଥ ସଂଖ୍ୟା ୫୬୨,ଚିକିତ୍ସିତ ସଂଖ୍ୟା ୧୭୪ ଏବଂ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୭୮ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪ ବୋଲି ଜଣାପଡିଛି ।

Leave A Reply

Your email address will not be published.