ପାରଳାଖେମୁଣ୍ଡି,ତା-୨୮/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୭,୩୭୩, ଚିକିତ୍ସିତ ସଂଖ୍ୟା ୧୦,୫୪୫, ମୃତ ସଂଖ୍ୟା ୧୫୪ ଓ ଅନ୍ଯ ମୃତ ସଂଖ୍ୟା ୩୫। ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୪୫, ସୁସ୍ଥ ସଂଖ୍ୟା ୬୭୦,ଚିକିତ୍ସିତ ସଂଖ୍ୟା ୪୬୬ ଏବଂ ମୃତ ସଂଖ୍ୟା ୦୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୧୫ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୯ ବୋଲି ଜଣାପଡିଛି ।