ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୬୬ ।

0 376

ଭୁବନେଶ୍ଵର ,ତା-୧୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୫,୩୧୫, ଚିକିତ୍ସିତ ସଂଖ୍ୟା ୨୧,୩୮୨, ମୃତ ସଂଖ୍ୟା ୩୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୮୪୬, ସୁସ୍ଥ ସଂଖ୍ୟା ୫,୩୭୩,ଚିକିତ୍ସିତ ସଂଖ୍ୟା ୪,୪୧୨ ଏବଂ ମୃତ ସଂଖ୍ୟା ୫୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୫୮୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୬୬ ବୋଲି ଜଣାପଡିଛି ।

Leave A Reply

Your email address will not be published.