ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୦୬ ।

0 597

ଭୁବନେଶ୍ବର ,ତା-୨୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୨,୨୭୭, ଚିକିତ୍ସିତ ସଂଖ୍ୟା ୨୫,୭୯୧, ମୃତ ସଂଖ୍ୟା ୪୦୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୮୯୪, ସୁସ୍ଥ ସଂଖ୍ୟା ୬,୪୯୫,ଚିକିତ୍ସିତ ସଂଖ୍ୟା ୫,୩୩୫ ଏବଂ ମୃତ ସଂଖ୍ୟା ୫୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୯୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୦୬ ବୋଲି ଜଣାପଡିଛି ।

Leave A Reply

Your email address will not be published.