କୃଷକ ସଙ୍ଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ।

0 152

ଜଗତସିଂହପୁର (ପିପିଟି ନ୍ଯୁଜ୍)୨୭/୦୫,ସାରା ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଡ଼ାକରାରେ କୃଷକ ଓ ଶ୍ରମିକ ମାନଙ୍କର ବିଭିନ୍ନ ଦାବିକୁ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସମର୍ଥନ ମିଳିଛି । କୁଜଙ୍ଗ, ଏରସମା, ଜଗତସିଂହପୁର ଅଞ୍ଚଳର ସିପିଆଇ କର୍ମୀ,ଅଖିଳ ଭାରତ କୃଷକ ସଭାର ଚାଷୀ ଭାଇଭଉଣୀ ତଥା ଏଆଇକେକେଏମ୍ଏସ୍ ସଂଗଠନର ସମର୍ଥନ କାରୀ ମାନେ ଏକାଠି ହୋଇ ତହସିଲ ଓ ଜିଲ୍ଲା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଦୀପ୍ତ ରାମ, ସତ୍ୟ ରଂଜନ ମହାନ୍ତି ,  ସୁବାସ ସ୍ବାଇଁ ଜଗତସିଂହପୁର ଜିଲ୍ଲାବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.