କରୋନା ଯୋଦ୍ଧା ଭାବେ ଯୁବ ସାମ୍ବାଦିକ ସମ୍ବର୍ଦ୍ଧିତ ।

0 31

ଯାଜପୁର,ତା- ୦୬/୦୬, ଯାଜପୁର ଜିଲ୍ଲା ଚଣ୍ଡିଖୋଲ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜିର ଆହ୍ୱାନ ର ସମ୍ପାଦକ ତଥା ଯୁବ ସାମ୍ବାଦିକ ମାନସ ରଞ୍ଜନ ଜେନା ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଉଛି ।

Leave A Reply

Your email address will not be published.