କରୋନା ଯୋଦ୍ଧା ଭାବେ ବରିଷ୍ଠ ସାମ୍ବାଦିକ ସମରଜିତ ମହାନ୍ତି ସମ୍ବର୍ଦ୍ଧିତ ।

0 285

ଯାଜପୁର,(ପିପିଟି ନ୍ଯୁଜ୍)୩୧/୦୫,ଯାଜପୁର ଟାଉନ ଠାରେ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ  ଆରକ୍ଷୀ  ଅଧିକ୍ଷକ ଚରଣ ସିଂ ମିନା ଜିଲା ବରିଷ୍ଠ ସାମ୍ୱାଦିକ ତଥା  ଓୟୁଜେର ଯାଜପୁର ଶାଖାର ସଭାପତି ସମରଜିତ ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଛନ୍ତି ଏହା ସହିତ ଯାଜପୁର ପୌରପାଳିକା ଡାକ୍ତର ପ୍ରଦୀପ କୁମାର ଖୁଣ୍ଟିଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ ଡାକ୍ତର ପାର୍ଥ ସାରଥୀ ମିଶ୍ର, ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ମାର୍କଣ୍ଡପୁରର ଅଧିକାରୀ  ଆଲୋକ ନାଥ ସାମଲ,  ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ମଙ୍ଗଳପୁରର ଭାରପ୍ରାପ୍ତ ସ୍ୱାସ୍ତ୍ୟ ଅଧିକାରୀ ଉମାକାନ୍ତ ମଲ୍ଲିକ, ମଙ୍ଗଳପୁର ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର ମହିଳା ସ୍ୱାସ୍ତ୍ୟ କର୍ମୀ ଶୁଭଶ୍ରୀ ଧୀର,ମାର୍କଣ୍ଡପୁର ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର ମହିଳା ସ୍ୱାସ୍ତ୍ୟ କର୍ମୀ ଝରଣା ପୃଷ୍ଟି ଏବଂ ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

Leave A Reply

Your email address will not be published.